ଜଣେ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ୍ ଭାବେ ସୁପରିଚିତ ଡ. ପରିଡ଼ା ଏମ୍ସ ଦିଲ୍ଲୀ, ନିଗ୍ରିମ୍ସ ସିଲଂ ଭଳି ଖ୍ୟାତନାମା ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଡ. ପରିଡ଼ା ୨୦୧୩ରେ ଏମ୍ସ ଭୁବନେଶ୍ବରରେ ଯୋଗଦେଇଥିଲେ । ପୂର୍ବରୁ ମଧ୍ୟ (୨୦୧୬-୧୭)ରେ ଡ. ପରିଡ଼ା ଏମ୍ସ ଭୁବନେଶ୍ବରର ମେଡିକାଲ୍ ଅଧୀକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି । ଏଥିସହିତ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାର ଅଭିଜ୍ଞତା ରଖିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।