କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ପିପିଲି: ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରିଛି। ଅଜିତ ମଙ୍ଗରାଜ ପିପିଲିରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ 17ରେ ପିପିଲି ନିର୍ବାଚନ ହେବ। ମେ 2 ରେ ରେଜଲ୍ଟ ବାହାରିବ। ବିଜେପି ଆଶ୍ରିତ ପଟ୍ଟନାୟକ, ବିଜେଡି ରୁଦ୍ର ମହାରଥୀଙ୍କ ନାମ ସ୍ପଷ୍ଟ କରିଥିବାବେଳେ କଂଗ୍ରେସ ଅଜିତ ମଙ୍ଗରାଜ ନାମ ଘୋଷଣା କରିଛି।