ପରେ ଚାଷୀଙ୍କ ଚାପ ଆଗରେ ହାର ମାନିଥିଲା ପ୍ରଶାସନ। ଆଜିଠୁ ମଣ୍ଡିରୁ ଉଠିବ ଧାନ। ମଣ୍ଡିକୁ ନେଇ ଯେଉଁସବୁ ବିବାଦ ଦେଖାଦେଇଥିଲା, ତାହାକୁ ଗୁରୁତର ସହକାରେ ନେଇଛନ୍ତି ସରକାର। ଅନେକ ଦିନ ଧରି ମଣ୍ଡି ସମସ୍ୟା ଚାଷୀଙ୍କୁ କଷ୍ଟ ଦେଉଥିଲା। ତେବେ ସେଥିରେ ଏବେ ଖୁସି ଦେଖିବାକୁ ମିଳିଛି।
ଚାଷୀଙ୍କ ଚାପ ଆଗରେ ହାର ମାନିଥିଲା ପ୍ରଶାସନ
Download Argus News App
