ଆବାସରେ ଚଞ୍ଚକତା !
ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ୍
ଭୁବନେଶ୍ୱର: ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ । ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ରାଜ୍ୟ ସରକାର ସ୍କୁଲ ଛୁଟିକୁ ବଢାଇଥିଲେ । କିନ୍ତୁ ପାଗ ପରିବର୍ତ୍ତନ ହେବାରୁ ନିଷ୍ପତ୍ତି ମଧ୍ୟ ପରିବର୍ତ୍ତନ କରାଗଲା । ୨୬ ବଦଳରେ ଆଜିଠୁ ସମସ୍ତ ସ୍କୁଲ ଖୋଲିବ ବୋଲି ଗତକାଲି ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରାକ୍ ମୌସୁମୀ ବର୍ଷା ଲାଗି ପାଗ ବଦଳିଥିବାରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି ।
Download Argus News App
