ଘଟଣା ସିଭିଲ କୋର୍ଟରେ ଚାଲିଥିବା ହେତୁ ଆଗାମୀ ୧୦ ତାରିଖ ଯାଏ ମହିଳାଙ୍କୁ ନଜର ବନ୍ଦୀ ହଟାଇ ତୁରନ୍ତ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ପାଇଁ ନିର୍ଦେଶ ଦେଇଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଛି।
ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ନଜର ବନ୍ଦୀ ରଖିବାର ଅଭିଯୋଗ, ଘଟଣା ସ୍ଥଳରେ ଉତ୍ତେଜନା
Download Argus News App
