ଶିଶୁ ମନ୍ଦିରରରେ ହୋଇଥିବା ଦୁର୍ନୀତି ପର୍ଦ୍ଦାଫାସ କରିବାରୁ ପ୍ରତିଶୋଧ। ରାଜେନ୍ଦ୍ର ପାତ୍ର, ଶିଶୁ ମନ୍ଦିରର ପିଅନଙ୍କ ସ୍ତ୍ରୀ ଲିଲି ପ୍ରଧାନଙ୍କୁ ମାନସିକ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ କୋରାପୁଟ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ
କୋରାପୁଟ : କୋରାପୁଟ ସୁନାବେଡ଼ାରେ ବିଜେଡି ନେତାଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ । ସୁନାବେଡା ପୌର ପରିଷଦ ଚେୟାରମ୍ୟାନ ରାଜେନ୍ଦ୍ର ପାତ୍ରଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା।