ଅଲୋଡା ହେଲା ଶିଶୁ ପୁତ୍ର

ଅର୍ଗସ ବ୍ୟୁରୋ :ଅଲୋଡା ହେଲା ଶିଶୁ ପୁତ୍ର। କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ମାତୃ ଓ ଶିଶୁ ଚିକିତ୍ସାଳୟ ବିଭାଗ ସମ୍ମୂଖ ରେ ଏକ ଅଜଣା ସଦ୍ୟ ଜନ୍ମିତ ମୃତ ଶିଶୁ ପୁତ୍ର କୁ କୁକୁର ଟାଣି ଟାଣି ଖାଇବା ର ଦୃଶ୍ୟ ଦେଖିବାକୁ ମିଳିଛି। ଶିଶୁ ଟିର ପରିଚୟ ମିଳିପାରି ନାହିଁ। ତେବେ ଜିଲ୍ଲା ପ୍ରଶାସନ ତଥା ଚିକିତ୍ସାଳୟ କର୍ତୃପକ୍ଷ ଚିକିତ୍ସାଳୟ ପରିସର କୂ ପରିଷ୍କାର,ସୁସ୍ଥ ତଥା ସ୍ବଛତା ରଖୁଥିବା ଦାବୀ କରୁଥିବା ବେଳେ ଏହିପରି କୁକୁର ଖାଇବା ର ଘୃଣ୍ୟ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି।ଯାହାକି ଜନ ସାଧାରଣ ନିନ୍ଦା କରୁଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
Download Argus News App
