ହଠାତ ଅସୁସ୍ଥତା ଅନୁଭବ କରିବା ପରେ ଘରଲୋକେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଦୀର୍ଘ ୩ ଘଣ୍ଟା ପରେବି ଆମ୍ବୁଲାନ୍ସ ନ ପହଞ୍ଚିବାରୁ ତାଙ୍କ ବାପା ଓ ଆଉ ଜଣେ ମୋଟର ସାଇକେଲ ମାଧ୍ୟମରେ ଚିକିତ୍ସାଳୟକୁ ଆସିଥିଲେ ।
ଆସିଲାନି ଆମ୍ବୁଲାନ୍ସ, ବାଇକରେ ବୁହାହେଲେ କୋଭିଡ ରୋଗୀ
Download Argus News App
