ତା ସହିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦବେଧନ ଦେବ । ପରେ ଧୂଷୁରୀ ଠାରେ ହେବାକୁ ସାଧାରଣ ସଭାରେ ମଧ୍ୟ ଯୋଗ ଦେବେ । ତାଙ୍କର ଏହି ଗ୍ରସ୍ତକୁ ନେଇ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବ କାର୍ଯ୍ୟ କରିବା ପାଇଁ ତାଙ୍କର ମାର୍ଗ ଦର୍ଶନ ଆଗାମୀ ନିର୍ବାଚନରେ ଏକ ମାଇଲ ଖୁଣ୍ଟ ଭାରତୀୟ ଜନତା ପାର୍ଟି ପାଇଁ ହେବ ବୋଲି ଜିଲ୍ଲା ଉପସଭାପତି କହିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।