କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଖୋର୍ଦ୍ଧା: ରାସ୍ତାରେ ଯାଉଥିବା ବେଳେ ମୁଣ୍ଡ ଉପରେ ଖସିପଡିଲା ୧୧ କେଭି ବିଦ୍ୟୁତ୍ ତାର। ଅକାଳରେ ଲିଭିଗଲା ଜୀବନ ଦୀପ। ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ବିଳମ୍ବିତ ରାତ୍ରରେ ଘରକୁ ସାଇକେଲ ଯୋଗେ ଗାଁକୁ ଫେରୁଥିବା ସମୟରେ ଛିଡ଼ି ପଡ଼ିଥିଲା ବିଦ୍ୟୁତ ତାର । ଯାହାକୁ ନେଇ ସମୀରଙ୍କର ମୃତ୍ୟୁ ଘ ହୋଇଛି ।
ଗାଁରେ ଏନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଟାଙ୍ଗୀ-କୁହୁଡି ପୋଲିସ ଶବ ପଚଂନାମା ପାଇଁ ପଠାଇଛନ୍ତି । ମୃତକ ପରିବାରକୁ ସରକାରୀ ଅନୁକମ୍ପା ସାହାଯ୍ୟ ଯୋଗାଇ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।