ଏହି ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ବିମାନରେ ପଠାଇବା ପାଇଁ ଏୟାର ଏସିଆ ବ୍ୟବସ୍ଥା କରୁଥିବା ସାମ୍ନାକୁ ଆସିଛି। ବିମାନର ମୁଖପାତ୍ର କହିଛନ୍ତି ଯେ ଲକ୍ଷ୍ନୌରୁ କୋଲକାତା ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଆଇ୫-୩୧୯ ଉଡ଼ାଣ କରୁଥିବା ବେଳେ ହଠାତ ବିମାନରେ ଆସି ପକ୍ଷୀ ମାଡ଼ ହୋଇଥିଲା। ଫଳସ୍ୱରୂପ ବିମାନକୁ ପୁଣି ଥରେ ଲକ୍ଷ୍ନୌ ବିମାନବନ୍ଦରକୁ ଫେରିବାକୁ ପଡ଼ିଥିଲା।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ

ନୂଆଦିଲ୍ଲୀ: ଉଡ଼ାଣର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ। ଲକ୍ଷ୍ନୌରୁ ଏୟାରଏସିଆ ବିମାନ ଉଡ଼ାଣ କରିବା ପରେ ବିମାନରେ ପକ୍ଷୀ ମାଡ ହେବାରୁ ବିମାନଟି ପୁଣି ଥରେ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି।
Download Argus News App
