ଏହା ଦେଖି ସାରା ରାତି ଆଉ ପୁରା ପରିବାର ଆଖିରୁ ନିଦ ହଜି ଯାଇଛି। କେମିତି ଜୀବନ ବଞ୍ଚାଇବେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଠି କରିଛି। କୌଣସି ପରିସ୍ଥିତିରେ ଯଦି କାହାକୁ ବିପଦ ଆସେ ସେ ମଧ୍ୟ ଘରୁ ବାହାରିବା ଅସମ୍ଭବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ :ରାତି ହେଲେ ହାତୀଙ୍କ ଆତଙ୍କରେ ଏବେ ଥରହର ଜଙ୍ଗଲ ତଳ ଅଞ୍ଚଳ ଗାଁରେ ରହୁଥିବା ଲେକେ। ସଂଜ ନଇଁଲେ ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି ସ୍ଥାନୀୟ ଲୋକେ। ଗତକାଲି କାଲି ରାତିରେ ହିନ୍ଦୋଳ ଫରେଷ୍ଟ ରେଞ୍ଜର କୁନୁଆଁ ଗାଁରେ ଏମିତି ଛାତି ଥରା ଦୃଶ୍ୟ ଦେଖିଲେ ଆପଣ ବି ଘଡ଼ିଏ ତାଜୁବ ହେବାକୁ ବାଧ୍ୟ ହେବେ। ଘର ଭିତର ହାଣ୍ଡିରୁ ଶୁଣ୍ଢ ପୁରେ ଭାତ ନେଇ ଖାଉଛି।