ରାଜ୍ୟ ସରକାରଙ୍କୁ ମଧ୍ୟ୍ୟ ଏ ବିଷୟରେ ଅବଗତ କରାଇଥିଲେ l ବିଭାଗୀୟ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହଯୋଗରେ ଅନୁଧ୍ୟାନ କରି ଆଜି ମାନ୍ୟବର ମନ୍ତ୍ରୀ ବାଲେଶ୍ୱର ESI ହସ୍ପିଟାଲ ପାଇଁ feasible ବୋଲି ସମ୍ମତି ପ୍ରକାଶ କରିଛନ୍ତି l ଏନେଇ ସାଂସଦ କହିଛନ୍ତି ମୋର ପୂର୍ଣ୍ଣ ବିଶ୍ୱାସ ଖୁବ ଶୀଘ୍ର ବାଲେଶ୍ୱର ରେ ESI ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହେବ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବାଲେଶ୍ୱର ବିକାଶରେ ଯୋଡି ହେବାକୁ ଯାଉଛି ଆଉ ଏକ ଫର୍ଦ୍ଦ

ବାଲେଶ୍ୱର: ବାଲେଶ୍ଵର ଏକ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିଲେ ହେଁ ଏଠାରେ ଗୋଟିଏ ESI Hospital ନଥିବା ହେତୁ ଶ୍ରମିକ ମାନଙ୍କର ଜରୁରୀ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଅଛି । ଏ ବିଷୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ମାନ୍ୟବର କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଭୂପେନ୍ଦ୍ର ଯାଦବଙ୍କୁ ଗତ 19 ମେ 2022 ତାରିଖରେ ଭେଟି ESI Hospital ପ୍ରତିଷ୍ଠା ପାଇଁ ପତ୍ର ଦେବା ସହିତ ଆଲୋଚନା କରିଥିଲେ ।
Download Argus News App
