ଆଜି ଶୌଚାଳୟରେ ନିଜ ଅଣ୍ଟା ଦଉଡି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜେଲ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । ଜେଲ କର୍ମଚାରୀମାନେ ଭଞ୍ଜନଗର ମେଡିକାଲକୁ ଆଣିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭଞ୍ଜନଗର ପୋଲିସ ପକ୍ଷରୁ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି ।
ଦୁଇ ଦିନ ପୂର୍ବରୁ ଗିରଫ ହୋଇଥିଲେ, ଜେଲରେ ଆତ୍ମହତ୍ୟା କଲେ

ଗଞ୍ଜାମ: ଭଞ୍ଜନଗର କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । କଏଦୀ ଜଣକ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ଜେଲ କର୍ମଚାରୀ । ମୃତକ ଜଣକ ଡୁମାକୁମ୍ପା ଗାଁର ୩୦ ବର୍ଷୀୟ ଯୁବକ ତୋଫାନ ନାଇକ ବୋଲି ଜଣାପଡିଛି । ସେ ଦୁଇ ଦିନ ପୂର୍ବରୁ ହିଁ ପୁରୁଣା ୱାରେଣ୍ଟରେ ଗିରଫ ହୋଇ ଆସିଥିଲେ ।
Download Argus News App
