ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡାଘାଟ ଗ୍ରାମ ଚିଲିକା କୂଳରେ ପକ୍ଷୀ ଶିକାର ବେଳେ ଧରପଗଡ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଗିରଫ ଶିକାରୀ ଜଣକ ହେଲେ ଜରିପଡା ଗ୍ରାମର ଚୈତନ୍ୟ ପ୍ରଧାନ।
ପୁଣି ଚିଲିକାରେ ମାତିଲେ ପକ୍ଷୀ ଶିକାରୀ

ଅର୍ଗସ ବ୍ୟୁରୋ: ଶୀତ ଋତୁରେ ପକ୍ଷୀ ଆଗମନ ହୋଇଥିବାବେଳେ ଏବେ ପକ୍ଷୀ ଲୁଟେରା ମାତିଛନ୍ତି। ଏସବୁ ପ୍ରତି ବନବିଭାଗ ଜନର ରଖିଥିବାବେଳେ ବାରମ୍ବାର ପକ୍ଷୀ ଶିକାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିଲିକାରେ ପୁଣି ମାତିଲେ ବିଦେଶୀ ପକ୍ଷୀ ଶିକାରୀ। ୫ ମୃତ ବିଦେଶୀ ପକ୍ଷୀଙ୍କ ସହିତ ଜଣେ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ।
Download Argus News App
