କିନ୍ତୁ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ ଅଜୟ ରାଉତ ଙ୍କ ପତ୍ନୀ l ନବ ଜାତ ଶିଶୁଟି କୁ ବିକ୍ରି କରିଥିବା ଦମ୍ପତି ଙ୍କ ଘର ଭଦ୍ରକ ଅଞ୍ଚଳ ବୋଲି ବିଶ୍ୱସ୍ତ ସୂତ୍ର ରୁ ଖବର ପାଇଛି ଚାଲଡ଼ ଲାଇନl ବାଲେଶ୍ୱର ଚାଇଲଡଲାଇନ ଏବଂ ସୋର ପୋଲିସ ଉଦ୍ଧାର କରିବା ସହିତ ବାଲେଶ୍ୱର ଚାଇଲଡ ଲାଇନ ନିଜ ହେପାଜତ କୁ ନେଇଛି l ଟଙ୍କା ଦେଇ ଶିଶୁ ପୁତ୍ର କୁ କିଣିବା ଘଟଣା କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l
ଅପରାଧ ଖବର ଆହୁରି ପଢ଼ନ୍ତୁ ।