ଦାବୀ ପୂରଣ ନହେଲେ ଆନ୍ଦୋଳନ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ସିନାପାଲି, ବୋଡେ଼ନ, ଖଡ଼ିଆଳ ସିଡିପିଓ ଅଫିସ ଆଗରେ 8 ଦଫା ଦାବୀ ନେଇ ଗର୍ଜିଛନ୍ତି ଆନ୍ଦୋଳନକାରୀ l
ଓଡିଶା ଖବର ଆହୁରି ପଢନ୍ତୁ
ନୂଆପଡା: 8 ଦଫା ଦାବୀ ନେଇ ଖଡ଼ିଆଳ ସିଡିପିଓ ଅଫିସ ଆଗରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ l ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ସୁପରଭାଇଜରରେ ପଦୋନ୍ନତି, ସମାନ କାମକୁ ସମାନ ଦରମା ଭଳି ବିଭିନ୍ନ ଦାବିନେଇ ଖଡ଼ିଆଳ ସିଡିପିଓ ଅଫିସ ଆଗରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ l
ଦାବୀ ପୂରଣ ନହେଲେ ଆନ୍ଦୋଳନ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ସିନାପାଲି, ବୋଡେ଼ନ, ଖଡ଼ିଆଳ ସିଡିପିଓ ଅଫିସ ଆଗରେ 8 ଦଫା ଦାବୀ ନେଇ ଗର୍ଜିଛନ୍ତି ଆନ୍ଦୋଳନକାରୀ l
ଓଡିଶା ଖବର ଆହୁରି ପଢନ୍ତୁ