ସରକାରୀ ମାନ୍ୟତା ଦାବି, ୫ ହଜାର ଟଙ୍କା ମାସକୁ ପେନସନ ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ମାସକୁ ୧୮ ହଜାର ଟଙ୍କା ଦରମା ଭଳି ୮ ଦଫା ଦାବୀ ନେଇ ଧାରଣା ଦେଇଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା ।
ଏହି ଆନ୍ଦୋଳନକୁ ନୀଳଗିରିର ପୂର୍ବତନ ବିଧାୟକ ତଥା ସଂଘର ଉପଦେଷ୍ଟା ଚିତ୍ତରଞ୍ଜନ ଷଡଙ୍ଗୀ ସମର୍ଥନ ଜଣାଇଥିବା କହିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ଓଡିଶା ଖବର ଆହୁରି ପଢନ୍ତୁ