ସରକାରୀ ମାନ୍ୟତା, ମାସିକ ପାରିଶ୍ରମିକ ଅଙ୍ଗନୱାଡି କର୍ମୀମାନଙ୍କୁ ୨୧ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୧୦ , ୫୦୦ଟଙ୍କା ପ୍ରଦାନ କରାଯିବା, ୨୦୧୯ ମାର୍ଚ୍ଚ ମାସରେ ସରକାରଙ୍କ ଦ୍ଵାରା ଘୋଷିତ ଅବସରକାଳୀନ ସହାୟତା ରାଶି ଏବଂ ଗ୍ରୀଷ୍ମ ଅବକାଶ ଭଳି 15 ଦଫା ଦାବି ନେଇ ରାଜରାସ୍ତା ଆନ୍ଦୋଳନ କରିଥିଲେ ଅଙ୍ଗନବାଡି କର୍ମଚାରୀ ।
ବିଧାନସଭା ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
Download Argus News App
