ବନ୍ଦେ ଭାରତମ୍ ଗ୍ରୁପରେ ଉଭୟ ବିଶ୍ୱପ୍ରିୟା ଓ ଲିଲି ନୃତ୍ୟ ପ୍ରଦର୍ଶନ କରିଥିଲେ । ଦୁଇ ପ୍ରତିଭାବାନ ଓଡ଼ିଆ ଝିଅଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିବା ସହ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଦୁଇ ଓଡ଼ିଆ ଝିଅ ସାମିଲ ହେବା ରାଜ୍ୟ ପାଇଁ ଗର୍ବ ଆଣିଛି ବୋଲି ଟୁଇଟରରେ ମତ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।