ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ାରେ ଅନୁଷ୍ଠିତ ହୋଇଯାଇଛି ଏ ମେଳା । ଯେଉଁଥିରେ ଅନୁଗୁଳ ବ୍ଲକର ତିନିଟି ଓ ଆଠମଲ୍ଲିକ ବ୍ଲକ ର ପ୍ରାୟ ଛଅଟି ପଂଚାୟତର ପ୍ରାୟ ୯୦ ଖଣ୍ଡ ଗାଁର ଲୋକେ ସାମିଲ ହୋଇଥିଲେ । ଏହି ମେଳାକୁ ଉଭୟ ଏଫଇଏସ ଓ ଚାରମଲିକ ଏବଂ ଷୋଳପଦା ବିକାଶ କମିଟି ଆୟୋଜକ କରିଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।