ପରେ ଏହି ଶିକାରୀ ଦ୍ୱୟଙ୍କ ଠାରୁ 5 kg ଜଙ୍ଗଲୀ ବାରହା ମାଂସ ଜବତ ହୋଇଥିଲା। ତେବେ ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ ବନବିଭାଗ କରୁଛି ବୋଲି ରେଞ୍ଜର ପ୍ରତାପ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।
ବାରହା ମାଂସ ଜବତ : ୨ ଶିକାରୀ ଗିରଫ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଅରାଙ୍ଗ ଜଙ୍ଗଲରୁ ବାର୍ହା ଶିକାର କରିବା ପରେ ଶିକାରୀ ମାନେ ବାରହା କାଟି ମାଂସକୁ ୨ ଶିକାରୀ ଭାଗ ବାଣ୍ଟୁଥିଲେ। ଭାଗବଣ୍ଟା ସରିଯିବା ପରେ ଘର ମୁହାଁ ହେଉଥିଲେ। ଠିକ୍ ଏତିକି ବେଳେ ବନ ବିଭାଗର ଏକ ଟିମ୍ ଦୁହିଁଙ୍କୁ ମାଡିବସିଲା।
Download Argus News App
