କୁନି କୁନି ଛାତ୍ରଛାତ୍ରୀ ମାନେ କୁନି କୁନି ପାଦରେ ନାଚି ଦର୍ଶକ ଓ ଅତିଥି ମାନଙ୍କ ମନ ମୋହିଥିଲେ । ପୁରୀ ବ୍ୟାଙ୍କ କଲୋନୀ କେନ୍ଦ୍ରୀୟ ବିଦ୍ୟାଳୟ ରୋଡ଼, ତାଳବଣିଆରେ ଥିବା ଏହି ଶିକ୍ଷାଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ନୂଆ ବିକଳ୍ପ ହୋଇ ପଥ ପ୍ରସ୍ତୁତ କରିଛି । ମଡର୍ଣ୍ଣ ତଥା ସ୍ମାର୍ଟ କ୍ଳାସରୁମ, ପିଲାଙ୍କ ପାଇଁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ, ଅଭିଜ୍ଞ ତଥା ତାଲିମପ୍ରାପ୍ତ ଶିକ୍ଷକଙ୍କ ଦ୍ଵାରା ଶିକ୍ଷା ଦାନ ଏହି ଶିକ୍ଷାନୁଷ୍ଠାନକୁ ଦେଇଛି ଭିନ୍ନ ଏକ ପରିଚୟ ।
କୁନି କୁନି ଛାତ୍ରଛାତ୍ରୀ ମାନେ ନାଚି ଦର୍ଶକ ଓ ଅତିଥି ମାନଙ୍କ ମନ ମୋହିଥିଲେ
Download Argus News App
