ଅତିଥିମାନେ ଛାତ୍ର ଛାତ୍ରୀଙ୍କୁ ଭଲ ପାଠ ପଢି ସମାଜରେ ଭଲ କାର୍ଯ୍ୟ କରି ଭଲ ମଣିଷ ଭାବେ ବଞ୍ଚିବା ପାଇଁ ଉପଦେଶ ଦେଇଥିବା ବେଳେ ଅଭିଭାବକ ମାନଙ୍କୁ ମଧ୍ୟ ପିଲାମାନେ ଯେପରି ଗୁଣାତ୍ମକ ଶିକ୍ଷା ପାଇପାରିବେ ତାହା ପାଇଁ ଧ୍ୟାନ ଦେବା ପାଇଁ କହିଥିଲେ। ତେବେ ଏହି ଉତ୍ସବରେ ବିଭିନ୍ନ ଖେଳ, ନାଚ, ଗୀତ, ଭାଷଣ ଆଦି ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ଡ୍ୟାନ୍ସ କାର୍ଯ୍ୟକ୍ରମ ହୋଇଥିଲା।
ଓଡିଶା ଖବର ଆହୁରି ପଢନ୍ତୁ