ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପଦ୍ମପୁର ବିଧାୟକ ସତ୍ୟ ଭୂଷଣ ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ କ୍ରୀଡାବିତ ସରୋଜ ସାହୁ ଏବଂ ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ଯୋଗଦେଇଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ:ନୂଆପଡ଼ା ସଦର ବ୍ଲକ ସ୍ଥିତ ମହାମାୟା ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ତରଫରୁ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାମାୟା କଲେଜ ର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ପ୍ରଥମେ ନୂଆପଡ଼ା ସହର ତେଲି ପଡ଼ା ଛକ ଠାରୁ ମଶାଲ ଯାତ୍ରା ବାହାର କରି ଦରଲିମୁଡ଼ା ଖେଳ ପଡିଆ ଠାରେ ପହଞ୍ଚି ଥିଲେ ।