ଖୋର୍ଦ୍ଧାରୁ ସର୍ବାଧିକ ୩୫୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୪୪, ପୁରୀରୁ ୭୯, ବାଲେଶ୍ବରରୁ ୭୨, ଭଦ୍ରକରୁ ୭୧, କେନ୍ଦ୍ରାପଡାରୁ ୬୬, ଅନୁଗୁଳରୁ ୬୪, ଯାଜପୁରରୁ ୬୩, ଜଗତସିଂହପୁରରୁ ୫୭, ନୟାଗଡରୁ ୪୭, ସୁନ୍ଦରଗଡରୁ ୨୮, ଢେଙ୍କାନାଳରୁ ୨୭, ମୟୂରଭଞ୍ଜରୁ ୨୪, ସୋନପୁରରୁ ୨୩, କନ୍ଧମାଳରୁ ୧୩, କେନ୍ଦୁଝରରୁ ୧୩, ସମ୍ବଲପୁରରୁ ୧୩, ଦେବଗଡରୁ ୯, ବୌଦ୍ଧରୁ ୮, କଳାହାଣ୍ଡିରୁ ୮, ମାଲକାନଗିରିରୁ ୮, ରାୟଗଡାରୁ ୭, କୋରାପୁଟରୁ ୬, ଗଜପତିରୁ ୫, ବଲାଙ୍ଗୀରିରୁ ୩, ଝାରସୁଗୁଡାରୁ ୩, ନବରଙ୍ଗପୁରରୁ ୩ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।