ନୂଆପଡ଼ାରୁ ସର୍ବାଧିକ ୪୧୦ ଜଣ ସୁସ୍ଥ ହୋଇଥିବା ବେଳେ,ସୁନ୍ଦରଗଡ଼ରୁ ୨୪୧, ଖୋର୍ଦ୍ଧାରୁ ୧୯୮, ସମ୍ବଲପୁରରୁ ୧୧୪, କେନ୍ଦୁଝରରୁ ୯୮, ନବରଙ୍ଗପୁରରୁ ୯୬, ବଲାଙ୍ଗିରରୁ ୯୦, ବରଗଡ଼ରୁ ୭୯, ବାଲେଶ୍ବରରୁ ୭୮, ଝାରସୁଗୁଡ଼ାରୁ ଓ ପୁରୀରୁ ୭୦ ଜଣ ଲେଖାଏଁ, କଳାହାଣ୍ଡିରୁ ୬୫, ମୟୂରଭଞ୍ଜରୁ ୬୦, କଟକରୁ ୫୯, ଦେବଗଡ଼ରୁ ୫୧, ଯାଜପୁରରୁ ୫୦, ଗଞ୍ଜାମରୁ ୪୯, ଅନୁଗୁଳରୁ ୪୮, ଭଦ୍ରକରୁ ୩୦, ଗଜପତିରୁ ୨୮, ରାୟଗଡ଼ାରୁ ୨୪, ଜଗତସିଂହପୁରରୁ ୨୧, ସୋନପୁରରୁ ୧୯, କେନ୍ଦ୍ରାପଡ଼ାରୁ ୧୮, ନୟାଗଡ଼ରୁ ୧୫, ବୌଦ୍ଧ ଓ କୋରାପୁଟରୁ ୧୦ ଜଣ ଲେଖାଏଁ, କନ୍ଧମାଳରୁ ୮, ଢ଼େଙ୍କାନାଳ ଓ ମାଲକାନଗିରିରୁ ୫ ଜଣ ଲେଖାଏଁ, ଷ୍ଟେଲ ପୁଲରୁ ୪୬ ଜଣ ସୁସ୍ଥ ହୋଇଛନ୍ତି
ରାଜ୍ୟରେ ଆଜି ମୋଟ ୨୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୨୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୫୩ ହଜାର ୫୫୧ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
୨୫ରୁ ଉର୍ଦ୍ଧ୍ୱ ଗାଁ ଜଳ ବନ୍ଦୀ

ଭଦ୍ରକ : ଭଦ୍ରକ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ଥିବା ବେଳେ, ବର୍ତ୍ତମାନ 18.10 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ବୈତରଣୀ, ସାଳନ୍ଦୀ ଓ ଶାଖା ନଦୀରେ ବନ୍ୟା ଆସିବା ଯୋଗୁଁ ଧାମନଗର, ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି।
25 ର
Download Argus News App
