ଖୋର୍ଦ୍ଧାରୁ ସର୍ବାଧିକ ୪୮୦ ଜଣ ସୁସ୍ଥ ହୋଇଥିବା ବେଳେ , କଟକରୁ ୪୫୦, ପୁରୀରୁ ୧୫୦, ବାଲେଶ୍ବରରୁ ୧୪୯, ମୟୂରଭଞ୍ଜରୁ ୧୨୨, ଯାଜପୁରରୁ ୯୯, ଜଗତସିଂହପୁରରୁ ୯୬, ଭଦ୍ରକରୁ ୯୩, ନୟାଗଡରୁ ୭୨, କେନ୍ଦୁଝରରୁ ୬୦, ଅନୁଗୁଳରୁ ୫୮, ସୁନ୍ଦରଗଡରୁ ୫୭, କେନ୍ଦ୍ରାପଡାରୁ ୫୬, ଢେଙ୍କାନାଳରୁ ୪୮, କୋରାପୁଟରୁ ୪୨, ରାୟଗଡାରୁ ୩୮, ମାଲକାନାଗିରିରୁ ୩୪, ସମ୍ବଲପୁରରୁ ୨୪, କନ୍ଧମାଳରୁ ୨୩, ସୋନପୁରରୁ ୧୨, ବୌଦ୍ଧରୁ ୧୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୮, ଗଞ୍ଜାମରୁ ୬, ନବରଙ୍ଗପୁରରୁ ୫, ଦେବଗଡରୁ ୪, ବରଗଡରୁ ୩, ଗଜପତିରୁ ୩, ବଲାଙ୍ଗୀରିରୁ ୨, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।