କଟକରୁ ସର୍ବାଧିକ ୪୯୬ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୪୦, ବାଲେଶ୍ବରରୁ ୩୯୬, ମୟୂରଭଞ୍ଜରୁ ୨୧୯, ପୁରୀରୁ ୧୮୮, ଯାଜପୁରରୁ ୧୬୨, ନୟାଗଡରୁ ୧୩୦, ଭଦ୍ରକରୁ ୧୨୮, ମାଳାକାନାଗିରିରୁ ୮୮, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡାରୁ ୭୦, କୋରାପୁଟରୁ ୪୯, ଢେଙ୍କାନାଳରୁ ୪୫, କେନ୍ଦୁଝରରୁ ୩୮, ଅନୁଗୁଳରୁ ୩୫, ସମ୍ବଲପୁରରୁ ୩୧, ନବରଙ୍ଗପୁରରୁ ୩୦, ସୁନ୍ଦରଗଡରୁ ୨୧, ରାୟଗଡାରୁ ୨୦, ସୋନପୁରରୁ ୨୦, ବୌଦ୍ଧରୁ ୧୯, ବରଗଡରୁ ୧୬, ଝାରସୁଗୁଡାରୁ ୧୬, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୫, କନ୍ଧମାଳରୁ ୧୪, ବଲାଙ୍ଗୀରିରୁ ୧୨, ନୂଆପଡାରୁ ୧୨, ଗଜପତିରୁ ୯, ଦେବଗଡରୁ ୨ ଏବଂ ଷ୍ଟେଟ ପୁଲରୁ ୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ମୋଟ ୨୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ
Download Argus News App
