ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୬, ବାଲେଶ୍ବରରୁ ୫୬, ଯାଜପୁରରୁ ୪୨, ଜଗତସିଂହପୁରରୁ ୩୦, ମୟୂରଭଞ୍ଜରୁ ୨୭, କେନ୍ଦ୍ରାପଡାରୁ ୨୦, ପୁରୀରୁ ୨୦, କେନ୍ଦୁଝରରୁ ୧୯, ଅନୁଗୁଳରୁ ୧୬, ବରଗଡରୁ ୧୫, ସୁନ୍ଦରଗଡରୁ ୧୫, ସମ୍ବଲପୁରରୁ ୧୩, ନୟାଗଡରୁ ୧୨, ଦେବଗଡରୁ ୧୦, ଭଦ୍ରକରୁ ୮, ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୬, ମାଲକାନଗିରିରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୪, କଳାହାଣ୍ଡିରୁ ୩, କନ୍ଧମାଳରୁ ୩, ନୂଆପଡାରୁ ୨, ରାୟଗଡାରୁ ୨, ବୌଦ୍ଧରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ମୋଟ ୮୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର : ରାଜ୍ୟରେ ଆଜି ମୋଟ ୮୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୯ ଲକ୍ଷ ୯୬ ହଜାର ୩୦୦ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
Download Argus News App
