ଖୋର୍ଦ୍ଧାରୁ ସର୍ବାଧିକ ୩୮୧ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୪୦, ଯାଜପୁରରୁ ୪୬, ବାଲେଶ୍ବରରୁ ୪୧, ନୟାଗଡରୁ ୩୬, ଜଗତସିଂହପୁରରୁ ୩୪, ପୁରୀରୁ ୩୪, ଭଦ୍ରକରୁ ୩୧, କେନ୍ଦ୍ରାପଡାରୁ ୨୦, ମୟୂରଭଞ୍ଜରୁ ୨୦, ସୁନ୍ଦରଗଡରୁ ୧୭, ସମ୍ବଲପୁରରୁ ୧୫, ବଲାଙ୍ଗୀରିରୁ ୯, କେନ୍ଦୁଝରରୁ ୯, ଅନୁଗୁଳରୁ ୮, କଳାହାଣ୍ଡିରୁ ୭, ଢେଙ୍କାନାଳରୁ ୬, ଗଞ୍ଜାମରୁ ୬, ରାୟଗଡାରୁ ୬, ବରଗଡରୁ ୫, ମାଲକାନଗିରିରୁ ୫, ଦେବଗଡରୁ ୪, ଗଜପତିରୁ ୪, ବୌଦ୍ଧରୁ ୩, କନ୍ଧମାଳାରୁ ୩, କୋରାପୁଟରୁ ୩, ଝାରସୁଗୁଡାରୁ ୨, ନୂଆପଡାରୁ ୨ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ହୋଇଛନ୍ତି।