ଏହା ସହିତ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ କୁଇ ଭାଷାରେ ହେବ ପାଠପଢ଼ା । ପବିତ୍ର ଉତ୍କଳ ଦିବସରେ କୋରାପୁଟ ଜିଲ୍ଲାକୁ ପୁଣି ବଡ଼ ଉପହାର । କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ହେବ କୁଇ ଭାଷାରେ ପାଠପଢ଼ା । ନିକଟ ଭବିଷ୍ୟତରେ ସ୍ଥାନୀୟ ଲୋକେ କହୁଥିବା କୁଇ ଭାଷାରେ ପାଠପଢ଼ା ହେବ । ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।