ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ କିଛି ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ମୃତ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ପରେ ଅପରାହ୍ନରୁ ଏପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ବୋଲି ରେଞ୍ଜର ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ମଧ୍ୟ ତଦନ୍ତରେ ସାମିଲ ଥିବା ଜଣାପଡିଛି।
ପୁଣି ହାତୀ ମୃତ୍ୟୁ: ବନ ବିଭାଗର ତଦନ୍ତ ଜାରି
Download Argus News App
