ଝିଅକୁ ଏକ ତରଫା ପ୍ରେମ କରିବା ସହିତ ପାଖରେ ରଖିଥିବା ଭିଡିଓ ଓ ଫଟୋ ଭାଇରଲ କରି ଦେବାର ଧମକ ଦେବା ପରେ ପରେ ଝିଅ ଆତ୍ମହତ୍ୟା କରିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ନଟବର।ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ବଢିଚାଲିଛି l ମାନସିକ ସ୍ଥିତି ବିଗିଡି ଯିବାରୁ ଯୁବପିଢ଼ିମାନେ ଏଭଳି ପନ୍ଥା ବାଛି ନେଉଛନ୍ତି l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।