ଭରତପୁର ଥାନା ଅଞ୍ଚଳରେ ଥିବା ନର୍ସିଂ କଲେଜରେ ଅଘଟଣ ଘଟିଛି। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର । ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ଛାନଭିନ କରିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଭୁବନେଶ୍ୱର: ନର୍ସିଂ କଲେଜରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ମୃତକଙ୍କ ନାଁ ସୌରଭ ଦେ, ବୟସ ୧୯ ବର୍ଷ। ସୌରଭଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ହୋଇଥିବା ସୂଚନା ମିଳିଛି ।
ଭରତପୁର ଥାନା ଅଞ୍ଚଳରେ ଥିବା ନର୍ସିଂ କଲେଜରେ ଅଘଟଣ ଘଟିଛି। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର । ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ଛାନଭିନ କରିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।