ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତ ହଜିଯାଇଛି !
ସହିଦ ନଗରରେ ଅସାମାଜିକକ ଯୁବକଙ୍କ ତୁମୁଳକାଣ୍ଡ

ଭୁବନେଶ୍ୱର: ସହିଦ ନଗରରେ ଅସାମାଜିକକ ଯୁବକଙ୍କ ତୁମୁଳକାଣ୍ଡ । ସହିଦ ନଗର ଖଣ୍ଡୁଆଳି ମନ୍ଦିର ସମ୍ମୁଖରେ ଭଙ୍ଗାରୁଜା । ସ୍କୁଲ ବସ୍କୁ ଅଟକାଇ ଭଙ୍ଗାରୁଜା କଲେ ଅସାମାଜିକକ ଯୁବକ । ଗାଡି ଡ୍ରାଇଭର୍ଙ୍କୁ ମରଣାତ୍ମକ ଆକ୍ରମଣ । ସ୍କୁଲ ବସ୍ରେ ଥିବା ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆକ୍ରମଣ କରିଥିବା ଯୁବକମାନେ ଶାନ୍ତିପଲ୍ଲୀ ବସ୍ତିର ବୋଲି ସୂଚନା ରହିଛି । ଘଟଣାସ୍ଥଳରେ ପିଲାମାନଙ୍କ ପରିବାର ସଦସ୍ୟ ପହଞ୍ଚିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
Download Argus News App
