ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପିତ
ଶ୍ରମିକଙ୍କୁ ଠକିଲେ ଦଲାଲ, ଘର ଦବା ନାଁରେ ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଶ୍ରମିକକାର୍ଡ ହିତାଧିକାରୀଙ୍କୁ ଘର ଓ ସାଇକେଲ ଦେବାନାଆଁରେ ଦଲାଲ ଲୁଟିଲେ ଟଙ୍କା। ଆଜିକୁ ୩ବର୍ଷ ହେବ ପାଳଲହଡା ଥାନା ସାମିଆପାଲି ଗାଁର ରାକେଶ କୁମାର ଦାସ ଲୋକମାନଙ୍କଠାରୁ ଶ୍ରମିକ କାର୍ଡରେ ଘର ଓ ସାଇକେଲ କରାଇଦେବି କହି ୩ହଜାର ଟଙ୍କା ଲେଖାଏଁ ନେଇଥିଲା । ହେଲେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ କାହାରିକୁ ଘର ଓ ସାଇକେଲ ଖଣ୍ତିଏ ମଧ୍ୟ ମିଳିପାରିନାହିଁ ।

ଯାହା ଫଳରେ ଶ୍ରମିକମାନେ ନିରାଶ ହୋଇ ଶେଷରେ ଆଜି ପୋଲିସର ଆଶ୍ରୟ ନେଇଛନ୍ତି । ଏଭଳି ଠକାମିରେ ପାଳଲହଡା ଅଞ୍ଚଳର ଶହଶହ ଗରିବ ନିରିହ ଶ୍ରମିକ ବାରମ୍ବାର ଶିକାର ହେଉଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ଚୁପ୍ ହୋଇ ବସିଥିବାରୁ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
