ଖବର ପ୍ରଚାରିତ ହେବା ପରେ ସେଠାରେ ସ୍ଥାନୀୟ ଲୋକଙ୍କର ବି ଭିଡ଼ ଜମିଥିଲା । ରତ୍ନପଥର ପାଇବା ଆଶାରେ ଅନେକ ସେଠାରେ ପଥର ଖନନରେ ଲାଗିପଡିଛନ୍ତି । ଏପରିକି ଦୁଇଦିନ ହେବ ରତ୍ନପଥର ପାଇବା ପରେ ଲୋକମାନେ ଏହାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ମଧ୍ୟ୍ୟ କୁହାଯାଉଛି ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...