ସୁଚନାନୁଯାୟୀ, ଆଜି ଗଞ୍ଜାମରୁ ସର୍ବାଧିକ 396, ଖୋର୍ଦ୍ଧାରୁ 114, ଗଜପତିରୁ 49, ଜଗତସିଂହପୁରରୁ 44, କୋରାପୁଟରୁ 35, ବାଲାଶ୍ଵରରୁ 33, କନ୍ଧମାଳରୁ 29, ଅନୁଗୁଳରୁ 26, କେଉଁଝରରୁ 23, ନୟାଗଡ଼ରୁ 16, କଟକରୁ 14, ସୁନ୍ଦରଗଡରୁ 14, ଭଦ୍ରକରୁ 13, ମାଲକାନଗିରିରୁ 11, ଯାଜପୁରରୁ 10, କେନ୍ଦ୍ରାପଡାରୁ 8, ବରଗଡ, ବୌଦ୍ଧ ଏବଂ ଢେଙ୍କାନାଳରୁ 7, ଝାରସୁଗୁଡାରୁ 5, ବଲାଙ୍ଗୀର ଏବଂ ପୁରୀରୁ 4, ନୁଆପଡା ଏବଂ ରାୟାଗଡାରୁ 3, ମୟୂରଭଞ୍ଜରୁ 2, ସମ୍ବଲପୁରରୁ 1 ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ସୁସ୍ଥ ହେଲେ ଆଉ 878 କରୋନା ସଂକ୍ରମିତ
Download Argus News App
