ସୂଚନାନୁଯାୟୀ, ଭୁବନେଶ୍ୱରରୁ ବର୍ତ୍ତମାନ ସୁଦ୍ଧା ୨୫୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୨୧୬ଜଣ ସୁସ୍ଥ ହୋଇଛନ୍ତି ଓ ୧୩ଜଣଙ୍କର ମୃତ୍ୟୁ ଘଟିଛି । ୧୨୭୧ ଆକ୍ଟିଭ କେସ୍ ରହିଛି ।
ତେବେ ଭୁବନେଶ୍ଵରରେ ଗତ 7 ଦିନ ମଧ୍ୟରେ 1224 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 21 ତାରିଖରେ 21 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 22 ତାରିଖରେ 91, 23 ତାରିଖରେ 126, 24 ତାରିଖରେ 248, 25 ତାରିଖରେ 111, 26 ତାରିଖରେ 163, 27 ତାରିଖରେ 159, 28 ତାରିଖରେ 215 ଚିହ୍ନଟ ହୋଇଛନ୍ତି।