ରବିସାହୁ ନାମକ ଜଣେ ବ୍ୟକ୍ତିଙ୍କ ବାଇକ ଚୋରୀ ହୋଇଥିବା ଜଣାପଡ଼ିଛି । ରବି ବାଇକ ଥୋଇ ଘରକୁ ଯାଇଥିବା ସମୟରେ ଲୁଟେରା ବାଇକ ନେଇ ଛୁ । ଏନେଇ ରବି ନିରାକାରପୁର ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଲୁଟେରାର ଟେର ପାଇନାହିଁ ପୋଲିସ ।
ଦିନ ଦ୍ୱିପ୍ରହରରେ ଘର ସାମ୍ନାରୁ ବାଇକ ଚୋରି ଅଭିଯୋଗ, ସିସି ଟିଭିରେ କଏଦ ହେଲା ଦୃଶ୍ୟ

ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରୁ ଚୋରି । ଦିନ ଦ୍ୱିପ୍ରହରରେ ଘର ସାମ୍ନାରୁ ବାଇକ ଚୋରି ଅଭିଯୋଗ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ସୂଚନାନୁସାରେ, ଖୋର୍ଦ୍ଧା ନିରାକାରପୁର ଅଂଚଳ ଷ୍ଟେସନ ରୋଡ କଡରେ ଜଣେ ବ୍ୟକ୍ତିଙ୍କ ଘର ସାମନାରୁ ବାଇକ ନେଇ ଚମ୍ପଟ ମାରୁଛି ଜଣେ ଯୁବକ । ଯୁବକ ଜଣଙ୍କ ମାଷ୍ଟର ଚାବିରେ ବାଇକ ଲକ ଖୋଲି ବାଇକ ଚୋରୀ କରି ଫେରାର ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
