ଆଜି ସର୍ବାଧିକ କଟକରୁ ୯୧ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଗଜପତି ୮୮, କୋରାପୁଟ ୬୬, ଖୋର୍ଦ୍ଧା ୬୧, ରାୟଗଡ଼ା ୫୭, ଗଞ୍ଜାମ ୪୩, ସୁନ୍ଦରଗଡ଼ ୩୨, ନୟାଗଡ଼ ୩୦, ସୁବର୍ଣ୍ଣପୁର ୨୫, କନ୍ଧମାଳ ୨୦, ଢ଼େଙ୍କାନାଳ ୧୮, କେନ୍ଦୁଝର ୧୮, ଭଦ୍ରକ ୧୬, ସମ୍ବଲପୁର ୧୫, ଜଗତସିଂହପୁର ୧୪, ଯାଜପୁର ୧୪, ଦେବଗଡ଼ ୧୩, ମୟୂରଭଞ୍ଜ ୧୦, ପୁରୀରୁ ୧୦ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଏହାବ୍ୟତୀତ ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୭ ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗିର ୬, ଅନୁଗୁଳ, ବାଲେଶ୍ୱର ଓ ମାଲକାନଗିରିରୁ ୫ ଜଣ ଲେଖାଁଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ କେନ୍ଦ୍ରାପଡ଼ାରୁ ୪ ଓ ବୌଦ୍ଧ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।