ଏହାସହ ଏଥିରେ କୌଣସି ଅସୁବିଧା ନାହିଁ । ଆକ୍ରାନ୍ତ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଫୋନ କରି ରୋଗୀଙ୍କ ମତାମତ ଗ୍ରହଣ କରାଯାଉଛି ।
ଏବେ ଭୁବନେଶ୍ୱରରେ ସୁସ୍ଥ ହାର ୬୩ ପ୍ରତିଶତ ରହିଛି । ଅନ୍ୟପଟେ ବଜାର ହାଟରେ ସାମାଜିକ ଦୂରତା ରହୁନଥିବା ଜଣାପଡ଼ିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ବୟସ୍କ ଲୋକମାନେ ସବୁ ଦିଗପ୍ରତି ଧ୍ୟାନ ଦେବାକୁ କହିଛନ୍ତି ବିଏମସି କମିଶନର ।