ଅନୁଗୁଳରେ ୬, ବାଲେଶ୍ୱରରେ ୫୯, ବରଗଡ଼ରେ ୨୭, ଭଦ୍ରକରେ ୬୫, ବଲାଙ୍ଗୀରରେ ୨୭, ବୌଦ୍ଧରେ ୨୨, କଟକରେ ୧୩୧, ଦେବଗଡ଼ରେ ୧୬, ଢେଙ୍କାନାଳରେ ୩୯, ଗଜପତିରେ ୮, ଗଞ୍ଜାମରେ ୨୬୭, ଜଗତସିଂହପୁରରେ ୪୨, ଯାଜପୁରରେ ୬୦, ଝାରସୁଗୁଡ଼ାରେ ୮, କଳାହାଣ୍ଡିରେ ୩୯, କନ୍ଧମାଳରେ ୧୭୯, କେନ୍ଦ୍ରାପଡ଼ାରେ ୨୯, କେନ୍ଦୁଝରରେ ୨୩, ଖୋର୍ଦ୍ଧାରେ ୨୭୪, କୋରାପୁଟରେ ୯୭, ମାଲକାନାଗିରିରେ ୬୪, ମୟୂରଭଞ୍ଜରେ ୩୭, ନବରଙ୍ଗପୁରରେ ୧୮, ନୟାଗଡ଼ରେ ୫୬, ନୂଆପଡ଼ାରେ ୧୬, ପୁରୀରେ ୭୭, ରାୟଗଡ଼ାରେ ୫୫, ସମ୍ବଲପୁରରେ ୩୮, ସୋନପୁରରେ ୫୭ ଓ ସୁନ୍ଦରଗଡ଼ରେ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।