ଆଜି ଅନୁଗୁଳରୁ 6, ବାଲେଶ୍ୱର 130, ବରଗଡ 51, ଭଦ୍ରକ 73, ବଲାଙ୍ଗିର 66, ବୌଦ୍ଧ 53, କଟକ 117, ଢ଼େଙ୍କାନାଳ 36, ଗଜପତି 42, ଗଞ୍ଜାମ 246, ଜଗତସିଂହପୁର 26, ଯାଜପୁର 75, ଝାରସୁଗୁଡା 13, କଳାହାଣ୍ଡି 21, କନ୍ଧମାଳ 90, କେନ୍ଦ୍ରାପଡା 7, କେନ୍ଦୁଝର 72, ଖୋର୍ଦ୍ଧା 419, କୋରାପୁଟ 91, ମାଲକାନଗିରି 55, ମୟୁରଭଞ୍ଜ, 80, ନବରଙ୍ଗପୁର 14, ନୟାଗଡ 147, ନୂଆପଡା 8, ପୁରୀ 40, ରାୟଗଡା 120, ସମ୍ୱଲପୁର 53, ସୋନପୁର 24, ସୁନ୍ଦରଗଡ଼ 64 ଚିହ୍ନଟ ହୋଇଛନ୍ତି ।