ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
କଟକ କାଠଯୋଡ଼ିରେ ବୁଡିଗଲେ ମହିଳା, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି
କଟକ: କଟକ କାଠଯୋଡ଼ିରେ ବୁଡିଗଲେ ମହିଳା । ନିଖୋଜ ମହିଳାଙ୍କ ପତ୍ତା ମିଳିନଥିବାବେଳେ ତାଙ୍କ ବୟସ 55 ବର୍ଷ ହେବ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନାନୁସାରେ, ନିଖୋଜ ମହିଳା ଜଣଙ୍କ ଗାଧୋଇବା ପାଇଁ ଆସିଥିଲେ । ତାଙ୍କର ଗୋଡ ଖସିଯିବାରୁ ସେ ନଦୀ ଭାସିଯାଇଥିବା ଅନୁମାନ କରାଯାଉି । ଘଟଣାକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ମହିଳାଙ୍କ ପତ୍ତା ମିଳିପାରିନାହିଁ । ମହିଳାଙ୍କ ଘର ଖାନଗର ବୋଲି ଜଣାପଡ଼ିଛି ।
Download Argus News App
