ସେହିପରି ଖୋର୍ଦ୍ଧା ଡିଭିଜନରେ ମଧ୍ୟ 10ଟି କେନ୍ଦ୍ରରେ 3 ହଜାର 305ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ମୋଟ 3ଟି ସିଟିଂରେ ପରୀକ୍ଷା ହେବ। ସକାଳ 9ଟାରୁ 10.30 ପର୍ଯ୍ୟନ୍ତ ସାଧାରଣ ଜ୍ଞାନ ପରୀକ୍ଷା ହେବ। ପରେ 11.30ରୁ 1ଟା ପର୍ଯ୍ୟନ୍ତ ଗଣିତ ଓ ରିଜନିଂ ରହିଛି । ଅପରାହ୍ନ 2.30ରୁ 4.30ଯାଏ ଇଂରାଜୀ ଏବଂ ଓଡିଆ ଭାଷାର ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ରାଜଧାନୀରେ ପରୀକ୍ଷା ଦେଉଛନ୍ତି 56 ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ASO ପରୀକ୍ଷା। ରାଜଧାନୀ ଭୁବନେଶ୍ବରରେ ଏହି ପରୀକ୍ଷା ଦେଉଛନ୍ତି ପ୍ରାୟ 56 ହଜାର ଛାତ୍ରଛାତ୍ରୀ। ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ପରୀକ୍ଷା କରାଯାଉଛି । ଭୁବନେଶ୍ବରରେ 129ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ 56 ହଜାର ଛାତ୍ରଛାତ୍ରୀ ।
Download Argus News App
