ଯାଜପୁର ଟାଉନ ଥାନା ଅନ୍ତର୍ଗତ ବୈଦ୍ୟରାଜ ପୁର ଗ୍ରାମର ବର୍ଷାରାଣୀ ସାହୁଙ୍କୁ ମରଣତକ ଆକ୍ରମଣ ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ କିଛି ବିଜେଡି କର୍ମୀ ଖାଲି ସେତିକି ନୁହେଁ ବର୍ଷାଙ୍କ ସ୍ୱାମୀ ଜୟନ୍ତ କୁମାର ସାହୁଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ ବିଜେଡି କର୍ମୀମାନେ । ଆହତ ହୋଇଥିବା ଜୟନ୍ତଙ୍କୁ ନେଇ ରାତି ଅଧରେ ଆସିଥିଲେ ବର୍ଷାରାଣୀ ଥାନାକୁ ଲିଖିତ ଅଭିଯୋଗ କରିବା ପାଇଁ ।
ଗୋଟେ ପଟେ ମାକୁ ସଂମାନ କଥା କହୁଥିବା ରାଜ୍ୟର ମୁଖିଆ ମାକୁ ସଂମାନ ଦେଇ ପରିବେ ତ । ଆଇନ ଉପରେ ଭରସା କରି ରାତି ଅଧରେ ଥାନାର ଦ୍ୱାରସ୍ତ ହୋଇଥିବା ବର୍ଷାରାଣୀଙ୍କୁ ରାଜ୍ୟ ସରକାର ଦେଇପାରିବେତ ସଠିକ ନ୍ୟାୟ। ନିଜ ସହ ନିଜ ପରିବାରର ସୁରକ୍ଷା ପାଇଁ ନିବେଦନ କରିଥିବା ଏହି ପରିବାରଙ୍କୁ ମିଳିପାରିବତ ସରକାରଙ୍କ ସୁରକ୍ଷା ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।