ROK THOK: ପୋଷା ଶୁଆଙ୍କ ଘୋଷା କଥା
ଭୁବନେଶ୍ୱର: ଗୃହରେ ପୁଣି ଧାନ ତାତି । କେତେ ଧାନ କିଣାଯାଇଛି ତାହାର ଉତ୍ତର ମାଗିଛି ବିଜେପି । ଧାନ କିଣା ତାରିଖ ବଢାଇବା ଦାବିରେ ଗୃହରେ ବିଜେପି ସଦସ୍ୟଙ୍କ ପ୍ରବଳ ହୋହାଲ୍ଲା । ଗୃହର ମଧ୍ୟ ଭାଗକୁ ଆସି ବିଜେପି ସଦସ୍ୟମାନେ ପ୍ରବଳ ନାରାବାଜି କରିଥିଲେ । ଏହାପରେ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।