ଭିନ୍ନ ତାଲିକା ଭୁକ୍ତ ପ୍ରଶ୍ନ ମଧ୍ୟ ବିଧାୟକମାନେ ପଚାରିବେ। ଏହାଛଡା କମିଟି ରିପୋର୍ଟ ମଧ୍ୟ ଉପସ୍ଥିତ ହେବ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଜିଏସଟି ଓ ଆଇଟି ରେଡ ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବା ସମ୍ଭାବନା ରହିଛି ।
ଗୃହରେ ଉଠିପାରେ ଜିଏସଟି ଓ ଆଇଟି ରେଡ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଦେଖିବାକୁ ମିଳିବ ପଦମପୁର ତାତି । ପଦ୍ମପୁରରେ ଇନକମ ଟ୍ୟାକ୍ସ ଓ ଜିଏସଟି ରେଡକୁ ନେଇ ମୁହାଁମୁହିଁ ହୋଇପାରନ୍ତି ବିଜେପି ଓ ବିଜେଡି । ସେହିପରି ଶୀତ ଅଧିବେଶନରେ ପଂଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନ କାଳ ରହିଛି ।
Download Argus News App
